ଏ.କେ ବ୍ୟୁରୋ : ବୁଗୁଡ଼ା ସହର ର ମୁଖ୍ୟ ସଡ଼କ ରେ ଜାଳୁନି ଷ୍ଟ୍ରୀଟ୍ ଲଇଟ୍ । ବେତାରାସିଂ ଛକ ଠାରୁ ସ୍ୱାଗତ ଫାଟକ ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିଲୋମିଟର ରାସ୍ତାପାର୍ଶ୍ୱ ରେ ଥିବା ଷ୍ଟ୍ରୀଟ୍ ଲାଇଟ୍ ଗୁଡିକ ଜଳୁ ନଥିବା ବେଳେ ସନ୍ଧ୍ୟା ହେଲେ ଜଣା ସାଧାରଣ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି

ଏହି ରାସ୍ତା ରେ କଲେଜ ବ୍ୟାଙ୍କ କାଚିଙ୍ଗ ସେଣ୍ଟର ରହିଥିବା ବେଳେ ଛାତ୍ର ଛାତ୍ରୀ, ବରିଷ୍ଠ ନାଗରିକ, ସାଧାରଣ ବର୍ଗ ର ଲୋକ ଯିବା ଆସିବା କରନ୍ତି । ଆଜକୁ ପ୍ରାୟ ୫ ଦିନ ହେଲା ଏହି ରାସ୍ତା ଟି ରାତି ସମୟ ରେ ଅନ୍ଧକାର ହୋଇ ରହୁଥିବା ବେଳେ ବିଭାଗୀୟ କର୍ତ୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଏନ୍ଏସି କର୍ତ୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି






